ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ସ୍ମାର୍ଟଫୋନ୍ ଟେକ୍ନିସିଆନ୍

କ୍ୟାରିଅର୍

ସ୍ମାର୍ଟଫୋନ୍ ଟେକ୍ନିସିଆନ୍

ସ୍ମାର୍ଟଫୋନ୍ ଟେକ୍ନିସିଆନ୍


ସ୍ମାର୍ଟଫୋନ୍ ଟେକ୍ନିସିଆନ୍

NCS CODE: 7422.2301 | V025

ସ୍ମାର୍ଟଫୋନ ଟେକ୍ନିସିଆନ ସ୍ମାର୍ଟଫୋନ କୁ ପରୀକ୍ଷା କରନ୍ତି, ଏଥିରେ ଥିବା ତ୍ରୁଟି ଚିହ୍ନଟ କରନ୍ତି , ତ୍ରୁଟିପୂର୍ଣ୍ଣ ଉପାଦାନଗୁଡ଼ିକୁ ବଦଳାନ୍ତି ଏବଂ ଏହାର ମରାମତି କରନ୍ତି। ଏହି ଟେକ୍ନିସିଆନ ମାନେ ମୋବାଇଲ ବା କ୍ୟାମେରାରେ ଥିବା କୌଣସି ସମସ୍ୟା, କିମ୍ବା ଅନ୍ୟ କୌଣସି ଯାନ୍ତ୍ରିକ ସମସ୍ୟାକୁ ଚିହ୍ନିବା ଏବଂ ତ୍ରୁଟି ନିବାରଣ କରିବା ସହିତ ସ୍ମାର୍ଟଫୋନର ବିଭିନ୍ନ ବିକିରଣ ସ୍ତର ଅଧ୍ୟୟନ କରନ୍ତି  |

ସ୍ମାର୍ଟଫୋନ୍ ଟେକ୍ନିସିଆନ୍
ଆବଶ୍ୟକ ଦକ୍ଷତା
  • ବୈଷୟିକ ଦକ୍ଷତା
  • ସମସ୍ୟା ସମାଧାନର ଦକ୍ଷତା
  • ସାଙ୍ଗଠନିକ ଦକ୍ଷତା
  • ଗ୍ରାହକ ସେବା
  • ସମୟ ପରିଚାଳନା
ସଫଳତା କାହାଣୀ

ପି.ବାଲାସୁବ୍ରମଣ୍ୟନ ତାମିଲନାଡୁ ର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ସ୍କୁଲରୁ ପାସ୍ କରିବା ପରେ ଫୋନ୍ ମରାମତିର ଏକ କୋର୍ସ୍ କରି ସହରର ଏକ ମୋବାଇଲ ଫୋନ୍ ସେବା ପ୍ରଶିକ୍ଷଣ ଅନୁଷ୍ଠାନରେ ୧୦,୦୦୦ ଟଙ୍କା ଦରମାରେ ଚାକିରି କରିଥିଲେ ଏବଂ ୨୦୦୬ରେ ୨୫,୦୦୦ଟଙ୍କା ଦରମାରେ ତାମିଲନାଡୁର ଏକ ମୋବାଇଲ୍ ଫୋନ ରିଟେଲ ଚେନ୍ ରେ ବୈଷୟିକ ମୁଖ୍ୟ ଭାବେ ଯୋଗ ଦେଇଥିଲେ ।

ଉତ୍ସ

ଅଧିକ ସୂଚନା ପାଇଁ ଆମର YouTube ଚ୍ୟାନେଲ୍ ଦେଖନ୍ତୁ