ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଗ୍ରାହକ ସେବା କାର୍ଯ୍ୟନିର୍ବାହୀ

କ୍ୟାରିଅର୍

ଗ୍ରାହକ ସେବା କାର୍ଯ୍ୟନିର୍ବାହୀ

ଗ୍ରାହକ ସେବା କାର୍ଯ୍ୟନିର୍ବାହୀ


ଗ୍ରାହକ ସେବା କାର୍ଯ୍ୟନିର୍ବାହୀ

ଏନ୍ ସି ଏସ୍ କୋଡ଼୍: ୫୨୪୪.୦୩୦୧ |ଜିଏନ୍ ୦୦୭ 

ଗ୍ରାହକ ସେବା କାର୍ଯ୍ୟନିର୍ବାହୀମାନେ ଗ୍ରାହକ ମାନଙ୍କୁ ବିଭିନ୍ନ ଉତ୍ପାଦ ବିଷୟରେ ଅବଗତ କରିବା ସହ ସେମାନଙ୍କ ଅଭିଯୋଗଗୁଡିକର ସମାଧାନ କରନ୍ତି ।

ଗ୍ରାହକ ସେବା କାର୍ଯ୍ୟନିର୍ବାହୀ
ଆବଶ୍ୟକ ଦକ୍ଷତା
  • ପ୍ରେରଣାଦାୟୀ ବକୃତା ଦକ୍ଷତା
  •  ସହାନୁଭୂତି
  •  ଅନୁକୂଳତା
  •  ସକାରାତ୍ମକ ଭାଷା ବ୍ୟବହାର କରିବାର କ୍ଷମତା
  • ଯୋଗାଯୋଗ ଦକ୍ଷତା
  •  ସମସ୍ୟା ର ସମାଧାନ
ସଫଳତା କାହାଣୀ

ସୌରଭ ସୁଦ୍ ଜଣେ ଉଦ୍ୟୋଗୀ ଏବଂ କାଠ ଘର ନିର୍ମାଣ କରୁଥିବା କମ୍ପାନୀ ନେଚର ହୋମ୍ସର ପ୍ରତିଷ୍ଠାତା । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଏବେ ୩୩ ବର୍ଷ ବୟସ୍କ ସୁଦ ୨୦୦୯ରେ ଇଣ୍ଟେଲେନେଟ୍ ଗ୍ଲୋବାଲ୍ ସର୍ଭିସେସ୍ ରୁ କଲ୍ ସେଣ୍ଟର ଏକ୍ଜିକ୍ୟୁଟିଭ୍ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ କମ୍ପାନୀର ବର୍ତ୍ତମାନ କାରବାର ୧.୫ କୋଟି ଟଙ୍କା ରହିଛି ।

ଉତ୍ସ

ଅଧିକ ସୂଚନା ପାଇଁ ଆମର YouTube ଚ୍ୟାନେଲ୍ ଦେଖନ୍ତୁ