
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 5243.0302 | V056
ହୋମ ଡେଲିଭରି ବ୍ୟକ୍ତି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବିଭିନ୍ନ ଉତ୍ପାଦ ଡେଲିଭରି କରିଥାଏ । ସେମାନଙ୍କୁ ଡେଲିଭରି ପୂର୍ବରୁ ଅର୍ଡରର ଡେଲିଭରି ଆଇଟମ ଯାଞ୍ଚ କରିବାକୁ ପଡିଥାଏ ।
ପ୍ରାୟ ୨ବର୍ଷ ତଳେ ବି.ଟେକ ଡିଗ୍ରୀ ହାସଲ କରିଥିବା ଶିବ ସ୍ୱିଗିରେ କାମ କରିବାକୁ ସ୍ଥିର କରିଥିଲେ । ୨୫ ବର୍ଷୀୟ ଏହି ଯୁବକ ସାଧାରଣତଃ ପ୍ରତିଦିନ ହାରାହାରି ୮ ଘଣ୍ଟା କାମ କରି ମାସକୁ ପାଖାପାଖି ୨୫,୦୦୦ ଟଙ୍କା ରୋଜଗାର କରନ୍ତି । ସେ କହିବା ଅନୁସାରେ, "ମୁଁ ପୂର୍ବରୁ ଅନଲାଇନରେ ଖାଦ୍ୟ ଅର୍ଡର କରୁଥିଲି ଏବଂ ମୁଁ କେବେ ଭାବିନଥିଲି ଯେ ମୁଁ ଦିନେ ଫୁଡ୍ ଡେଲିଭରି ବୟ ଭାବରେ କାମ କରିବି । କାମ କଷ୍ଟକର ନୁହେଁ, କେବଳ ଟ୍ରାଫିକ ବ୍ୟତୀତ ସବୁ ସମୟ ପରିଚାଳନା ଉପରେ ନିର୍ଭର କରେ ।
ହୋମ୍ ଡେଲିଭରି ରେ ଖାଦ୍ୟ ସାମଗ୍ରୀ,ଗ୍ରୋସରୀ, ଅତ୍ୟାବଶ୍ୟକ ସାମଗ୍ରୀ ଡେଲିଭରି ଇତ୍ୟାଦି କରି ବ୍ୟବସାୟ ଆରମ୍ଭ କରିପାରିବେ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ