ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ସହାୟକ ସ୍ବାସ୍ଥ୍ୟ ବିଜ୍ଞାନ ରେ

ବୃତ୍ତି

ମେଡିକାଲ୍ କୋଡର୍


ମେଡିକାଲ୍ କୋଡର୍

NCS / NCO Code: 2263.0400

ମେଡିକାଲ୍ କୋଡର୍ ହେଉଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରର ଜଣେ ବୃତ୍ତିଗତ ବ୍ୟକ୍ତି, ଯିଏ ଡାକ୍ତରୀ ରୋଗ ନିରୂପଣ (diagnoses), ପ୍ରକ୍ରିୟା, ସେବା ଏବଂ ଯନ୍ତ୍ରପାତିକୁ ମାନକ କୋଡ୍‌ରେ (standardised codes) ପରିଣତ କରିଥାନ୍ତି । ଏହି କୋଡ୍‌ଗୁଡ଼ିକ ମେଡିକାଲ୍ ବିଲିଂ, ବୀମା ଦାବି (insurance claims) ଏବଂ ସଠିକ୍ ମେଡିକାଲ୍ ରେକର୍ଡ ରଖିବା ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ।

 

ଆବଶ୍ୟକ ଦକ୍ଷତା :
  • ବିଶ୍ଳେଷଣାତ୍ମକ ଚିନ୍ତାଧାରା ଦକ୍ଷତା

  • କମ୍ପ୍ୟୁଟର ସାକ୍ଷରତା ଦକ୍ଷତା 

  • ଯୋଗାଯୋଗ ଦକ୍ଷତା 

  • ସମୟ ପରିଚାଳନାର ଦକ୍ଷତା 

  • ସମସ୍ୟା ସମାଧାନ ଦକ୍ଷତା 

  • ଗୋପନୀୟତା ରକ୍ଷା

ସଫଳତାର କାହାଣୀ

ଶୁଭଶ୍ରୀ ଦାସ

ଓଡ଼ିଶାର ଯାଜପୁର ଜିଲ୍ଲା ବଡ଼କୁଆଁର ବାସିନ୍ଦା ଶୁଭଶ୍ରୀ ଦାସ, ବିଜ୍ଞାନରେ ସ୍ନାତକ ସମାପ୍ତ କରିବା ପରେ ଭୁବନେଶ୍ୱରସ୍ଥିତ ଦକ୍ଷତା ବିକାଶ ପ୍ରତିଷ୍ଠାନ (SDI) ରେ କ୍ଲିନିକାଲ୍ ଡାଟା ଆସୋସିଏଟ୍ (CDA) ପାଠ୍ୟକ୍ରମରେ ଯୋଗ ଦେଇଥିଲେ । ତିନି ମାସର କଠିନ ପ୍ରଶିକ୍ଷଣ ମାଧ୍ୟମରେ ସେ ଜଣେ ଦକ୍ଷ ବୃତ୍ତିଗତ ହୋଇପାରିଲେ । ଆଜି ସେ ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀରେ କାର୍ଯ୍ୟ କରୁଛନ୍ତି ଏବଂ ମାସିକ ୩୧,୦୦୦ ଟଙ୍କା ଦରମା ପାଉଛନ୍ତି । ଶୁଭଶ୍ରୀଙ୍କ ସଫଳତା କାହାଣୀ ଓଡ଼ିଶାରେ ଶିକ୍ଷା ଏବଂ ଦକ୍ଷତା ବିକାଶର ସକାରାତ୍ମକ ପ୍ରଭାବକୁ ଦର୍ଶାଉଛି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ