ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ପ୍ରଶାସନିକ ସେବା ରେ

ବୃତ୍ତି

ମୃତ୍ତିକା ସଂରକ୍ଷଣ ଅଧିକାରୀ


ମୃତ୍ତିକା ସଂରକ୍ଷଣ ଅଧିକାରୀ

NCS Code: 2132.0200

ଜଣେ ମୃତ୍ତିକା ସଂରକ୍ଷଣ ଅଧିକାରୀ (Soil Conservation Officer) ମୃତ୍ତିକା କ୍ଷୟ ରୋକିବା, ସ୍ଥାୟୀ ଭୂମି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଜଳ ସମ୍ପଦର ପରିଚାଳନା କରି ମାଟିର ଗୁଣବତ୍ତା ରକ୍ଷା ଓ ଏହାର ଉନ୍ନତି ପାଇଁ କାର୍ଯ୍ୟ କରନ୍ତି । ସେମାନେ ବନୀକରଣ (Afforestation), ଜଳବିଭାଜିକା ପରିଚାଳନା (Watershed management) ଏବଂ ମୃତ୍ତିକା ଚିକିତ୍ସା ପଦ୍ଧତି ଭଳି ବିଭିନ୍ନ ସଂରକ୍ଷଣ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ଓ କାର୍ଯ୍ୟକାରୀ କରନ୍ତି । ଦୀର୍ଘକାଳୀନ କୃଷି ଉତ୍ପାଦନ, ପରିବେଶର ସ୍ଥିରତା ଏବଂ ଭୂମି ସମ୍ପଦର ପ୍ରଭାବଶାଳୀ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ସେମାନେ ଚାଷୀ, ସରକାରୀ ସଂସ୍ଥା ଏବଂ ସ୍ଥାନୀୟ ସମୁଦାୟ ସହିତ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି।

ଆବଶ୍ୟକ ଦକ୍ଷତା :
  • ମୃତ୍ତିକା ବିଜ୍ଞାନ ଏବଂ କୃଷି ବିଷୟରେ ଜ୍ଞାନ

  • ପରିବେଶ ସଚେତନତା

  • ତଥ୍ୟ ବିଶ୍ଳେଷଣ ଏବଂ କ୍ଷେତ୍ର ସର୍ବେକ୍ଷଣ ଦକ୍ଷତା

  • ସମସ୍ୟା ସମାଧାନ କ୍ଷମତା

  • ଯୋଗାଯୋଗ ଏବଂ ଗୋଷ୍ଠୀ ସହଭାଗିତା

  • ଯୋଜନା ଏବଂ ପ୍ରକଳ୍ପ ପରିଚାଳନା

ସଫଳତାର କାହାଣୀ


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ