ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ମେଡ଼ିକାଲ୍ ରେ

ବୃତ୍ତି

ଫାର୍ମାସିଷ୍ଟ


ଫାର୍ମାସିଷ୍ଟ

NCS CODE: 3213.0100 | HW030

ଡାକ୍ତରଙ୍କ ନିର୍ଦ୍ଦେଶ ପାଇବା ପରେ ଫାର୍ମାସିଷ୍ଟମାନେ  ରୋଗୀଙ୍କୁ ପ୍ରେସକ୍ରିପସନ୍ ଓ ଔଷଧର ବ୍ୟବହାର ବିଷୟରେ ସବିଶେଷ ସୂଚନା ପ୍ରଦାନ କରନ୍ତି ।

 

ଆବଶ୍ୟକ ଦକ୍ଷତା :
  • ବିବରଣୀ ପ୍ରତି ଧ୍ୟାନ  
  • ଯୋଗାଯୋଗ ଦକ୍ଷତା 
  • ନେତୃତ୍ୱ ଦକ୍ଷତା
  • ସମସ୍ୟା ସମାଧାନ
  • ଚାପ ପରିଚାଳନା
ସଫଳତାର କାହାଣୀ

ଡ. ଟିଭି ନାରାୟଣ

ଡ. ଟିଭି ନାରାୟଣ ଫାର୍ମାସି ବୃତ୍ତି, ବିଶେଷକରି ଫାର୍ମାସି ଶିକ୍ଷା କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ଯେଉଁଥିରେ ଏକାଡେମିକ ଉତ୍କର୍ଷତା, ଉଦ୍ୟୋଗ, ସାଂଗଠନିକ ଏବଂ ପରିଚାଳନା ଦକ୍ଷତା, ନେତୃତ୍ୱ ଗୁଣ ଏବଂ ସର୍ବୋପରି ଫାର୍ମାସି ଶିକ୍ଷା କ୍ଷେତ୍ରରେ ସେବା କରିବା ପାଇଁ ଏକ ଅନନ୍ତ ଉତ୍ସାହର ବିରଳ ମିଶ୍ରଣ ରହିଛି । ଡ. ଟି.ଭି ନାରାୟଣ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ବି ଫାର୍ମା, ଏମ୍ ଫାର୍ମା ଏବଂ ଏ.ଏନ୍.ୟୁ ରୁ ଏମ୍ ଫିଲ୍ ଓ ପିଏଚ୍ ଡି ଡିଗ୍ରୀ ହାସଲ କରିଛନ୍ତି ।

 


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ