
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 7126.0101 | V002
ପ୍ଲମ୍ବର୍ ଜଳ ଯୋଗାଣ, ପରିମଳ ପାଇଁ ପାଇପ୍ ଫିଟିଂ ଏବଂ ଅନ୍ୟାନ୍ୟ ଉପକରଣ ସ୍ଥାପନ ଏବଂ ଠିକ୍ କରିଥାନ୍ତି । ସେମାନେ ଗାଧୁଆ ଘର ଏବଂ ଶୌଚାଳୟର ବିଭିନ୍ନ ଉପକରଣର ରକ୍ଷଣାବେକ୍ଷଣ ଏବଂ ମରାମତି କରନ୍ତି ।
ଶୈଳଜା ଓ ତାଙ୍କ ଝିଅମାନେ ସ୍କିଲ୍ ଇଣ୍ଡିଆ ମିଶନରୁ ବ୍ୟାପକ ପ୍ରଶିକ୍ଷଣ ନେଇଥିଲେ। ଏବେ ଶୈଳଜା ନିଜ ଅଞ୍ଚଳର ଜଣେ ଚର୍ଚ୍ଚିତ ପ୍ଲମ୍ବର । ସେ ମାସକୁ ୧୬,୦୦୦ ଟଙ୍କା ରୋଜଗାର କରନ୍ତି । ୨୦୨୦-୨୧ରେ ଜେଏସ୍ଏସ୍ ଶୋଲାୟାର ଆଦିବାସୀ କଲୋନୀରୁ ଶୈଳଜାଙ୍କ ସମେତ ୨୦ ଜଣଙ୍କୁ ୩ ମାସର ପାଠ୍ୟକ୍ରମ ପାଇଁ ଚୟନ କରାଯାଇଥିଲା ।
ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା (ଲାପଟପ୍ ଡିବିଟି)
ପ୍ଲମ୍ବର୍ ମାନେ ଘରକୁ ଘର ବୁଲି ଆବଶ୍ୟକୀୟ ପ୍ଲମ୍ବିଂ ସେବା ପ୍ରଦାନ କରିପାରିବେ ଏବଂ ପ୍ଲମ୍ବିଂ ଉପକରଣର ଦୋକାନ ଖୋଲି ବିକ୍ରୟ କରିପାରିବେ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ