ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ପ୍ରଶାସନିକ ସେବା ରେ

ବୃତ୍ତି

ଜିଲ୍ଲା ନିଯୁକ୍ତି ଅଧିକାରୀ


ଜିଲ୍ଲା ନିଯୁକ୍ତି ଅଧିକାରୀ

NCS Code: 2635.0400

ଜିଲ୍ଲା ନିଯୁକ୍ତି ଅଧିକାରୀ (District Employment Officer) ହେଉଛନ୍ତି ଜଣେ ସରକାରୀ ଅଧିକାରୀ, ଯିଏ ଜିଲ୍ଲା ସ୍ତରରେ ନିଯୁକ୍ତି ସେବାଗୁଡ଼ିକର ପରିଚାଳନା ଏବଂ ଚାକିରି ସୁଯୋଗର ପ୍ରୋତ୍ସାହନ ପାଇଁ ଦାୟିତ୍ୱବାର ଅଟନ୍ତି । ସେମାନେ ନିଯୁକ୍ତି କାର୍ଯ୍ୟାଳୟଗୁଡ଼ିକର (ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ) ତଦାରଖ କରନ୍ତି, ଚାକିରି ଆଶାୟୀମାନଙ୍କୁ ମାର୍ଗଦର୍ଶନ କରନ୍ତି, ଦକ୍ଷତା ବିକାଶ କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ ରକ୍ଷା କରନ୍ତି ଏବଂ ପ୍ରାର୍ଥୀମାନଙ୍କୁ ନିଯୁକ୍ତିଦାତାମାନଙ୍କ ସହ ଯୋଡ଼ିଥାନ୍ତି । ଏହାସହ ସେମାନେ ସରକାରୀ ନିଯୁକ୍ତି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରନ୍ତି, ଶ୍ରମ ବଜାର ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରନ୍ତି ଏବଂ କ୍ୟାରିୟର ପରାମର୍ଶ, ତାଲିମ ଓ ନିଯୁକ୍ତି ସେବାର ସହଜ ଉପଲବ୍ଧତା ସୁନିଶ୍ଚିତ କରି ବେକାରୀ ସମସ୍ୟା ଦୂର କରିବା ପାଇଁ କାର୍ଯ୍ୟ କରନ୍ତି ।

ଆବଶ୍ୟକ ଦକ୍ଷତା :
  • ଯୋଗାଯୋଗ ଏବଂ ଆନ୍ତଃବ୍ୟକ୍ତିକ ଦକ୍ଷତା

  • ସହାନୁଭୂତି ଏବଂ ଅନୁକମ୍ପା

  • ସମସ୍ୟା ସମାଧାନ ଏବଂ ନିଷ୍ପତ୍ତି ଗ୍ରହଣ ଦକ୍ଷତା

  • ନେତୃତ୍ୱ ଏବଂ ପରିଚାଳନା ଦକ୍ଷତା

  • ସାମାଜିକ ନୀତି ଏବଂ ନିୟମାବଳୀ ବିଷୟରେ ଜ୍ଞାନ

  • ସାଂଗଠନିକ ଏବଂ ରିପୋର୍ଟ ପ୍ରସ୍ତୁତି ଦକ୍ଷତା

ସଫଳତାର କାହାଣୀ


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ