
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 2611.09 | LG01
ଜଣେ ଓକିଲ ବିଶେଷ ଭାବରେ ଆଇନଗତ ଅଭ୍ୟାସ କରିବା ପାଇଁ ଏକ ଦେଶ ଦ୍ୱାରା ଲାଇସେନ୍ସପ୍ରାପ୍ତ ହୋଇଥାନ୍ତି |
ଜଣେ ଓକିଲ ତଥ୍ୟସଂଗ୍ରହ କରିବା, ଦଲିଲଗୁଡ଼ିକ ଆଧାରରେ ଲୋକଙ୍କୁ ଆଇନଗତ ପରାମର୍ଶ ଦେବା, ଯେପରିକି ଛାଡପତ୍ର ମାମଲା, ରିଏଲ୍ ଇଷ୍ଟେଟ୍ କାରବାର ଇତ୍ୟାଦି ସହିତ ଜଡିତ ଆଇନଗତ ଡକ୍ୟୁମେଣ୍ଟଗୁଡିକ ଏକାଠି କରିଥାନ୍ତି |
• ଉପସ୍ଥାପନା ଦକ୍ଷତା
• ଯୋଗାଯୋଗ ଦକ୍ଷତା
• କୌଶଳ ପ୍ରସ୍ତୁତ କରିବା
• ସାଂଗଠନିକ ଦକ୍ଷତା
• ସମୟ ପରିଚାଳନା
• ବୈଷୟିକ ଦକ୍ଷତା
ବୃନ୍ଦା ଗ୍ରୋଭର ଜଣେ ଆଇନଜୀବୀ, ଗବେଷକ ଏବଂ ମାନବାଧିକାର କର୍ମୀ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ଅନେକ ଘରୋଇ ହିଂସା ମାମଲା ଲଢ଼ିଛନ୍ତି ଏବଂ ପୋକ୍ସୋ ଆଇନ ୨୦୧୨, ୨୦୧୩ର ଅପରାଧିକ ଆଇନ ସଂଶୋଧନ ଏବଂ ନିର୍ଯାତନା ନିବାରଣ ବିଲ୍ ୨୦୧୦ର ଡ୍ରାଫ୍ଟ ପ୍ରସ୍ତୁତିରେ ସହଯୋଗ କରିଛନ୍ତି । ଏହାବ୍ୟତୀତ ଅନେକ ଐତିହାସିକ ମାନବାଧିକାର ମାମଲା ଲଢିଛନ୍ତି |
ଏନଏଲୟୁ ଓଡ଼ିଶା - ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, କଟକ, ଓଡ଼ିଶା
କିଟ୍ ସ୍କୁଲ ଅଫ୍ ଲ- ଭୁବନେଶ୍ୱର, ଓଡ଼ିଶା
ଶିକ୍ଷା 'ଓ' ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ - (ଏସଓଏ), ଭୁବନେଶ୍ଵର
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, କଟକ
ବିରଜା ଆଇନ ମହାବିଦ୍ୟାଳୟ, ଯାଜପୁର
ଲଜପତ ରାୟ ଲ' କଲେଜ, ସମ୍ବଲପୁର
ବିର୍ଲା ସ୍କୁଲ ଅଫ୍ ଲ୍, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି, ଭୁବନେଶ୍ୱର
ବରଗଡ଼ ଆଇନ ମହାବିଦ୍ୟାଳୟ, ବରଗଡ଼
ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
ଏନ୍ଏଲୟୁ ଓଡ଼ିଶା (ଏନ୍ଏଲୟୁଓ) - ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଛାତ୍ରବୃତ୍ତି ଓ ପାଣ୍ଠି
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ