ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ବିଜନେସ୍ ମ୍ୟାନେଜମେଣ୍ଟ୍ ପ୍ରଶାସକ

କ୍ୟାରିଅର୍

ବିଜନେସ୍ ମ୍ୟାନେଜମେଣ୍ଟ୍ ପ୍ରଶାସକ

ବିଜନେସ୍ ମ୍ୟାନେଜମେଣ୍ଟ୍ ପ୍ରଶାସକ


ବିଜନେସ୍ ମ୍ୟାନେଜମେଣ୍ଟ୍ ପ୍ରଶାସକ

ଏକ ସଂସ୍ଥା କିମ୍ବା ବିଭାଗର ସାଧାରଣ କାର୍ଯ୍ୟ ଜଣେ ବ୍ୟବସାୟ ପ୍ରଶାସକଙ୍କ ଦ୍ୱାରା ପରିଚାଳିତ ହୁଏ । ଏଥିରେ ଦଳଗୁଡ଼ିକର ପରିଚାଳନା ଓ ସହାୟତା, ସମସ୍ୟାର ସମାଧାନ, ରଣନୀତି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ଏବଂ ସଂଗଠନର ଉଦ୍ଦେଶ୍ୟ ହାସଲ କରିବା ଅନ୍ତର୍ଭୁକ୍ତ ହୋଇପାରେ ।

ବିଜନେସ୍ ମ୍ୟାନେଜମେଣ୍ଟ୍ ପ୍ରଶାସକ
ଆବଶ୍ୟକ ଦକ୍ଷତା
  • ଯୋଗାଯୋଗ ଦକ୍ଷତା
  • ବୈଷୟିକ ଦକ୍ଷତା
  • ସମୟ ପରିଚାଳନା
  • ସମସ୍ୟା ର ସମାଧାନ
  • ନେତୃତ୍ୱ
  • ଟିମ୍ ୱାର୍କ
  • ଉପସ୍ଥାପନା ଦକ୍ଷତା
  • ସାଂଗଠନିକ ଦକ୍ଷତା
ସଫଳତା କାହାଣୀ

ଆଦିତ୍ୟ ପୁରୀ ଦୁଇ ଦଶନ୍ଧି ରୁ ଅଧିକ ସମୟ ଧରି ଭାରତର ଅନ୍ୟତମ ବୃହତ୍ତମ ଘରୋଇ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ନେତୃତ୍ୱରେ ଏଚଡିଏଫସି ବ୍ୟାଙ୍କ ଏହାର ସୁଦୃଢ଼ ଆର୍ଥିକ ପ୍ରଦର୍ଶନ, ଦକ୍ଷ ପରିଚାଳନା ଏବଂ ଗ୍ରାହକ-କେନ୍ଦ୍ରୀତ ଆଭିମୁଖ୍ୟ ପାଇଁ ଜଣାଶୁଣା ହୋଇଥିଲା । ଏଚଡିଏଫସି ବ୍ୟାଙ୍କକୁ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅଗ୍ରଣୀ ଭାବରେ ପ୍ରତିଷ୍ଠିତ କରିବାରେ  ଆଦିତ୍ୟ ପୁରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଉତ୍ସ

ଅଧିକ ସୂଚନା ପାଇଁ ଆମର YouTube ଚ୍ୟାନେଲ୍ ଦେଖନ୍ତୁ