ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଥିଏଟର କଳାକାର

କ୍ୟାରିଅର୍

ଥିଏଟର କଳାକାର

ଥିଏଟର କଳାକାର


ଥିଏଟର କଳାକାର

NCS CODE: NA | A05 

ଜଣେ ଥିଏଟର କଳାକାର ବୃତ୍ତିଗତ ଅଭିନେତା ଭାବରେ ଥିଏଟର ଗ୍ରୁପ୍ ସହିତ କାମ କରନ୍ତି । ନାଟକ କଳାକାର ହିଁ ନାଟକର ପରିକଳ୍ପନା, ଅଭିନୟରେ ସାହାଯ୍ୟ କରନ୍ତି ।

ଥିଏଟର କଳାକାର
ଆବଶ୍ୟକ ଦକ୍ଷତା
  • ଯୋଗାଯୋଗ ଦକ୍ଷତା
  •  ଦଳଗତ କାର୍ଯ୍ୟ
  • ଅଭିନୟ
  • ନୃତ୍ୟ
  • ଉପସ୍ଥାପନା ଦକ୍ଷତା
  • ସମୟାନୁବର୍ତ୍ତିତା
ସଫଳତା କାହାଣୀ

ବଶାରତ ହୁସେନ ଜଣେ ଥିଏଟର ଅଭିନେତା ହେବା ସହିତ ଜଣେ କାଗଜ ମାଚେ କାରିଗର, ଚିତ୍ରଶିଳ୍ପୀ, ଶିକ୍ଷକ ଏବଂ ସେଟ୍ ଡିଜାଇନର ମଧ୍ୟ ଅଟନ୍ତି । ୧୯୯୮ମସିହାରେ ବଡ଼ଗାମରେ ମଞ୍ଚିତ ହୋଇଥିବା ନାଟକ ଶୁହୁଲ ନାରରେ ତାଙ୍କୁ ପ୍ରଥମ ବ୍ରେକ୍ ମିଳିଥିଲା । ସେହି ସମୟରେ ସେ ଇନଷ୍ଟିଚ୍ୟୁଟ୍ ଅଫ୍ ଫାଇନ ଆର୍ଟସରୁ ଆପ୍ଲାଏଡ ଆର୍ଟସରେ ବିଏ ପଢ଼ୁଥିଲେ । ସେ ବର୍ତ୍ତମାନ ଶ୍ରୀନଗରର ବର୍ନ ହଲ୍ ସ୍କୁଲ୍ ର ଫାଇନ୍ ଆର୍ଟସ୍ ବିଭାଗର ମୁଖ୍ୟ ଅଛନ୍ତି ।

ଉତ୍ସ

ଅଧିକ ସୂଚନା ପାଇଁ ଆମର YouTube ଚ୍ୟାନେଲ୍ ଦେଖନ୍ତୁ