ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଡିସ୍କ ଜୋକି

କ୍ୟାରିଅର୍

ଡିସ୍କ ଜୋକି

ଡିସ୍କ ଜୋକି


ଡିସ୍କ ଜୋକି

NCS CODE: NA | A12

ଡିସ୍କ୍ ଜକି ବା ଡିଜେ ହେଉଛି ଏକ ମନୋରଞ୍ଜନକାରୀ ଯିଏ ଲାଇଭ୍ ଦର୍ଶକଙ୍କ ପାଇଁ ରେକର୍ଡ ହୋଇଥିବା ସଙ୍ଗୀତର ବିଭିନ୍ନ ଉତ୍ସକୁ ମିଶ୍ରଣ କରେ । ଆଜିକାଲି ଡିଜେମାନେ ଫିଜିକାଲ୍ ଡିସ୍କ ପରିବର୍ତ୍ତେ ଡିଜିଟାଲ୍ ମ୍ୟୁଜିକ୍ ଫାଇଲ୍ ସହିତ କାମ କରିପାରନ୍ତି, କିନ୍ତୁ ସେମାନଙ୍କ କାର୍ଯ୍ୟର ବିବରଣୀ ମୂଳତଃ ସମାନ ରହିଥାଏ I

ଡିସ୍କ ଜୋକି
ଆବଶ୍ୟକ ଦକ୍ଷତା
  • ଅଡିଓ ମିଶ୍ରଣ
  • ବିଟ୍ ମ୍ୟାଚିଂ
  • ଯୋଗାଯୋଗ ଦକ୍ଷତା
  • ବିବରଣୀ ପ୍ରତି ଧ୍ୟାନ
  • ସମୟାନୁବର୍ତ୍ତିତା
ସଫଳତା କାହାଣୀ

ସ୍ନେହାଲ ଶାହା ବା ଡିଜେ ରିଙ୍କ, ଯିଏକି ବଲିଉଡ ଡ୍ୟାନ୍ସ୍ ମ୍ୟୁଜିକ୍ ର ଦେଶୀ ଦିବା ଭାବରେ ମଧ୍ୟ ପରିଚିତ, ଜଣେ ଶ୍ରେଷ୍ଠ ଭାରତୀୟ ଅଟନ୍ତି । ପାରମ୍ପରିକ ପୁରୁଷ ଅଧ୍ୟୁଷିତ ଶିଳ୍ପରେ ମହିଳା ଡିଜେ ଭାବରେ ସେ ବେଶ ଜଣାଶୁଣା ଅଟନ୍ତି । ସେ ଜଣେ ସାଉଣ୍ଡ୍ ଇଞ୍ଜିନିୟର୍ ଏବଂ ସଙ୍ଗୀତ ପ୍ରଯୋଜକ, ସେ ୨,୦୦୦ ରୁ ଅଧିକ ବଲିଉଡ୍ ରେକର୍ଡ ସୃଷ୍ଟି କରିଛନ୍ତି ।

ଉତ୍ସ

ଅଧିକ ସୂଚନା ପାଇଁ ଆମର YouTube ଚ୍ୟାନେଲ୍ ଦେଖନ୍ତୁ