ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଗ୍ରାଫିକ୍ସ୍ ଡିଜାଇନର୍

କ୍ୟାରିଅର୍

ଗ୍ରାଫିକ୍ସ୍ ଡିଜାଇନର୍

ଗ୍ରାଫିକ୍ସ୍ ଡିଜାଇନର୍


ଗ୍ରାଫିକ୍ସ୍ ଡିଜାଇନର୍

NCS CODE: NA | DS004

ଜଣେ ଗ୍ରାଫିକ୍ସ୍ ଡିଜାଇନର୍ ଉନ୍ନତ କମ୍ପ୍ୟୁଟର୍ ସଫ୍ଟୱେୟାର୍ ସାହାଯ୍ୟରେ ଯୋଗାଯୋଗ କରିବା ପାଇଁ ଭିଜୁଆଲ୍ ବିଷୟବସ୍ତୁ କିମ୍ବା ଗ୍ରାଫିକ୍ସ୍ ସୃଷ୍ଟି କରନ୍ତି । ଗ୍ରାଫିକ୍ସ୍  ଡିଜାଇନର୍ ମାନେ ବିଜ୍ଞାପନ, ପତ୍ରିକା, ପୁସ୍ତକ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ପାଇଁ କାମ କରନ୍ତି ।

ଗ୍ରାଫିକ୍ସ୍ ଡିଜାଇନର୍
ଆବଶ୍ୟକ ଦକ୍ଷତା
  • ଡିଜାଇନ୍ ଏବଂ କଳାତ୍ମକ ଦକ୍ଷତା
  • ସୃଜନଶୀଳତା 
  • କମ୍ପ୍ୟୁଟର୍ ଦକ୍ଷତା
  • ସମସ୍ୟା ସମାଧାନ
  • ଯୋଗାଯୋଗ ଦକ୍ଷତା 
  • ବିବରଣୀ ପ୍ରତି ଧ୍ୟାନ
ସଫଳତା କାହାଣୀ

ସୁଜାତା କେଶବନ୍ ଜଣେ ଭାରତୀୟ ଗ୍ରାଫିକ୍ସ୍ ଡିଜାଇନର୍ ଯିଏ “ରେ ଆଣ୍ଡ୍ କେଶବନ୍” ନାମକ ଏକ ବ୍ରାଣ୍ଡ୍ ଡିଜାଇନ୍ ଫାର୍ମର ସହ-ପ୍ରତିଷ୍ଠାତା ଅଟନ୍ତି । କେଶବନ୍ ୧୯୮୪ ରେ ଅହମ୍ମଦାବାଦର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନରୁ ସ୍ନାତକ ହାସଲ କରିଥିଲେ ଏବଂ ପରେ ୟେଲ୍ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଆର୍ଟ୍ ରୁ ଗ୍ରାଫିକ୍ ଡିଜାଇନରେ ମାଷ୍ଟର୍ ଅଫ୍ ଫାଇନ୍ ଆର୍ଟସ୍ ହାସଲ କରିଥିଲେ । ୨୦୧୬ରେ କେଶବନ୍ ଉଦ୍ୟୋଗୀ ରବି ପ୍ରସାଦ ଏବଂ ମିତା ମାଲହୋତ୍ରାଙ୍କ ସହ ମିଶି ଏକ ବିଳାସପୂର୍ଣ୍ଣ ଫ୍ୟାଶନ ବ୍ରାଣ୍ଡ 'ଭାରାନା ଡିଜାଇନ୍ ଲିମିଟେଡ୍' ପ୍ରତିଷ୍ଠା କରିଥିଲେ ।

ଉତ୍ସ

ଅଧିକ ସୂଚନା ପାଇଁ ଆମର YouTube ଚ୍ୟାନେଲ୍ ଦେଖନ୍ତୁ