ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲର୍

କ୍ୟାରିଅର୍

ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲର୍

ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲର୍


ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲର୍

NCS CODE: 3154.0100 | E050

ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ମାନେ ସାଧାରଣତଃ ସ୍ଥଳଭାଗ ଏବଂ ଆକାଶରେ ବିମାନର ଗତିବିଧି ଉପରେ ନଜର ରଖନ୍ତି । ବିମାନବନ୍ଦର ରନୱେରେ ସମସ୍ତ ଗ୍ରାଉଣ୍ଡ ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହ ପାଇଲଟଙ୍କୁ ଉଡ଼ାଣ ଓ ଅବତରଣ ନିର୍ଦ୍ଦେଶ ଦିଅନ୍ତି ।

ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲର୍
ଆବଶ୍ୟକ ଦକ୍ଷତା
  • ଯୋଗାଯୋଗ ଦକ୍ଷତା
  • ନିଷ୍ପତ୍ତି ନେବାର ଦକ୍ଷତା
  • ଗାଣିତିକ ଦକ୍ଷତା
  • ସାଂଗଠନିକ ଦକ୍ଷତା
  • ସମସ୍ୟା ସମାଧାନ କୌଶଳ
  • ଦଳଗତ ଭାବରେ କାମ କରିବା
ସଫଳତା କାହାଣୀ

ଶ୍ୟାମଲି ହଲଦାର ଦେଶର ପ୍ରଥମ ମହିଳା ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଭାବେ ୨୦୨୦ରେ କୋଲକାତାରେ ଏଟିସିର ନେତୃତ୍ୱ ନେଇଥିଲେ । ହାଲଦାର ତିନି ଦଶନ୍ଧି ତଳେ ୧୯୮୯ମସିହାରେ ନିଯୁକ୍ତି ପାଇଥିବା ୯ ଜଣ ମହିଳା ଟ୍ରାଫିକ୍ କଣ୍ଟ୍ରୋଲରଙ୍କ ପ୍ରଥମ ବ୍ୟାଚ ସଦସ୍ୟ। ସେ ଆହ୍ଲାବାଦର ବେସାମରିକ ବିମାନ ଚଳାଚଳ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ପ୍ରଶିକ୍ଷଣ ନେବା ପରେ ୧୯୯୧ରେ ସେ କୋଲକାତାରେ ଅବସ୍ଥାପିତ ହୋଇଥିଲେ । ସେ ଏବଂ ତାଙ୍କ ବନ୍ଧୁ ଆର୍ଯ୍ୟମା ସାନ୍ୟାଲ ସେତେବେଳେ ମହିଳା ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଥିଲେ ।

ଉତ୍ସ

ଅଧିକ ସୂଚନା ପାଇଁ ଆମର YouTube ଚ୍ୟାନେଲ୍ ଦେଖନ୍ତୁ