
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 2166.0401 | DS014
ସିଏଡି ଅଳଙ୍କାର୍ ଡିଜାଇନର୍ ମାନେ ମୁଖ୍ୟତଃ ମୂଲ୍ୟବାନ ଧାତୁ ଏବଂ ରତ୍ନପଥର ବ୍ୟବହାର କରି କମ୍ପ୍ୟୁଟର୍ ସାହାଯ୍ୟରେ ଗହଣା ଡିଜାଇନ୍ କରି ସାମଗ୍ରୀ ତିଆରି କରନ୍ତି ।
ଫରାହ ଖାନ ଅଲ୍ଲୀ ଜଣେ ଭାରତୀୟ ରତ୍ନ ବିଜ୍ଞାନୀ ଏବଂ ଗହଣା ଡିଜାଇନର ଯିଏ ଫରାହ ଖାନ ଫାଇନ୍ ଜୁଏଲାରୀର ପ୍ରତିଷ୍ଠାତା ସିଇଓ ଅଟନ୍ତି । ସେ ଆମେରିକାର କାଲିଫର୍ଣ୍ଣିଆର ସାନ୍ତା ମୋନିକାସ୍ଥିତ ଜେମୋଲୋଜିକାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆମେରିକାରୁ ଜେମୋଲୋଜି ଆଣ୍ଡ୍ ଜୁଏଲାରୀ ଡିଜାଇନରେ ସ୍ନାତକ ହାସଲ କରିଥିଲେ । ସେ ସିଏଡି ଗହଣା ଡିଜାଇନରେ ମଧ୍ୟ ଦକ୍ଷ ।
ଗହଣା ଡିଜାଇନ୍ ରେ ଉଦ୍ୟୋଗୀତା ମଧ୍ୟରେ ଗହଣାର ଡିଜାଇନ୍, ଉତ୍ପାଦନ ଏବଂ ବିକ୍ରୟକୁ କେନ୍ଦ୍ର କରି ଏକ ବ୍ୟବସାୟ ସୃଷ୍ଟି ଏବଂ ପରିଚାଳନା କରିପାରିବେ । ଏହି କ୍ଷେତ୍ର କଳାତ୍ମକ ସୃଜନଶୀଳତା, କାରିଗରୀ ଏବଂ ବ୍ୟବସାୟିକ ଜ୍ଞାନର ମିଶ୍ରଣ ଅଟେ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ