ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଗଣ ଯୋଗାଯୋଗ ରେ

ବୃତ୍ତି

ସାମ୍ବାଦିକ


ସାମ୍ବାଦିକ

NCS CODE: 2642.03 | MC030

ଜଣେ ସାମ୍ବାଦିକ ନିରପେକ୍ଷ ଦୃଷ୍ଟିକୋଣ ବ୍ୟବହାର କରି ବାସ୍ତବ ଘଟଣା ଗୁଡ଼ିକ ବିଷୟରେ ଖବର ଆକଳନ ଓ ଖବର ସଂଗ୍ରହ କରି ଏହାର ଉପସ୍ଥାପନ କରନ୍ତି । ସେମାନେ ଖବର ପହଞ୍ଚାଇବା ପାଇଁ ଟେକ୍ସଟ୍, ଅଡିଓ କିମ୍ବା ଫଟୋ ବ୍ୟବହାର କରିପାରିବେ ।

ଆବଶ୍ୟକ ଦକ୍ଷତା :
  • ଯୋଗାଯୋଗ ଦକ୍ଷତା
  • ଦୃଢ଼ତା
  • ଗବେଷଣାତ୍ମକ ଦକ୍ଷତା
  • ସମସ୍ୟା ସମାଧାନ କୌଶଳ
  • ସୃଜନଶୀଳ ଲେଖା
ସଫଳତାର କାହାଣୀ

ଭକ୍ତ ତ୍ରିପାଠୀ

ଭକ୍ତତ୍ରିପାଠୀ  ହେଉଛନ୍ତି ନ୍ୟୁଜ୍ ୱାର୍ଲ୍ଡ ଓଡ଼ିଶାର ମୁଖ୍ୟ ସମ୍ପାଦକ। ସେ ଓଡ଼ିଶାର ଜଣେ ବରିଷ୍ଠ ଟେଲିଭିଜନ ସାମ୍ବାଦିକ । ସେ ଇଟିଭି ନ୍ୟୁଜ୍ ଓଡ଼ିଆର ପୂର୍ବତନ ସମ୍ପାଦକ ଥିଲେ। ଏହା ପୂର୍ବରୁ ସେ ଓଡ଼ିଶା ଟିଭି ସହ ଇନପୁଟ ଓ ଅନୁସନ୍ଧାନକାରୀ ସମ୍ପାଦକ ଭାବେ ଜଡ଼ିତ ଥିଲେ । ଓଟିଭିରେ ରହୁଥିବା ସମୟରେ ତାଙ୍କର ପ୍ରଥମ ଓଡ଼ିଆ ଲୋକପ୍ରିୟ ଖାଦ୍ୟ କାର୍ଯ୍ୟକ୍ରମ 'ସ୍ୱାଦିଷ୍ଟ' କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇଥିଲା । ଏହି ସୋ' କେବଳ ରାଜ୍ୟର ଖାଦ୍ୟ ସଂସ୍କୃତିକୁ ଲୋକପ୍ରିୟ କରିନଥିଲା, ବରଂ ଶ୍ରୀ ତ୍ରିପାଠୀଙ୍କୁ ଓଡ଼ିଶା ରସଗୋଲା ଗବେଷଣାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ଉତ୍ସାହିତ କରିଥିଲେ । 


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ