ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଶିକ୍ଷା ରେ

ବୃତ୍ତି

ଶିକ୍ଷକ


ଶିକ୍ଷକ

NCS CODE: 2341.0100 | ED002

ଜଣେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କ ଜୀବନରେ ମହତ୍ଵପୂର୍ଣ୍ଣ ପ୍ରଭାବ ପକାନ୍ତି |  ଶିକ୍ଷାଦାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ଦକ୍ଷତା ଅର୍ଜନ କରିବାରେ ସାହାଯ୍ୟ କରିବା ସହିତ ସେମାନଙ୍କୁ ଉନ୍ନତ ଏବଂ ସଂସ୍କାରୀ ହୋଇ ଜୀବନରେ କିଛି ଗୁରୁତ୍ଵପୂର୍ଣ କାର୍ଯ୍ୟ କରିବାକୁ ପ୍ରେରଣା ଦିଅନ୍ତି |

ଆବଶ୍ୟକ ଦକ୍ଷତା :
  • ସମାଲୋଚନାତ୍ମକ ଚିନ୍ତାଧାରା ଦକ୍ଷତା
  • ଯୋଗାଯୋଗ ଦକ୍ଷତା
  • ସାଂଗଠନିକ ଦକ୍ଷତା
  • ସୃଜନଶୀଳ ଚିନ୍ତା ଧାରା
  • ନେତୃତ୍ୱ ଦକ୍ଷତା
  • ଟିମ୍ ୱାର୍କ
  • ସମୟ ପରିଚାଳନା ଦକ୍ଷତା
ସଫଳତାର କାହାଣୀ

ମିମି ଯୋଷୁ

କୋହିମାସ୍ଥିତ ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିମି ଯୋଷୁଙ୍କୁ 2022 ମସିହାରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଥିଲା। କୋହିମା ବିଜ୍ଞାନ ମହାବିଦ୍ୟାଳୟରେ ସ୍ନାତକ, 18 ବର୍ଷର ଅଭିଜ୍ଞତା ସହିତ, ସେ ଜୀବନ ଦକ୍ଷତା ଉପରେ ଗୁରୁତ୍ୱ ଦିଅନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କୁ ବର୍ଜ୍ୟବସ୍ତୁରୁ ବିଭିନ୍ନ ଉତ୍ପାଦ ତିଆରି କରିବାକୁ ଉତ୍ସାହିତ କରନ୍ତି । ପାଣ୍ଠି ସଂଗ୍ରହ ମାଧ୍ୟମରେ ଏହି ବିଦ୍ୟାଳୟରେ ବର୍ତ୍ତମାନ 9ଟି ସ୍ଥାୟୀ ଶ୍ରେଣୀଗୃହ ସ୍ଥାପନ କରିଛନ୍ତି, ଯାହା କି ଉନ୍ନତ କାର୍ଯ୍ୟଶୈଳୀର ସୂଚନା ଦେଇଥାଏ |


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ