NCS CODE: NA | GV012
ଖାଦ୍ୟ ନିରାପତ୍ତା ଅଧିକାରୀ ଖାଦ୍ୟର ମାନ ଯାଞ୍ଚ କରିବା ସହ ଏହାର ପରୀକ୍ଷଣ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି |
ଇଶାନୀ ରାୟ ୨୦୧୮ରୁ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ)ରେ ଖାଦ୍ୟ ସୁରକ୍ଷା ଅଧିକାରୀ ଅଛନ୍ତି । ସେ ପଶ୍ଚିମବଙ୍ଗର ଉତ୍ତର ବଙ୍ଗ କୃଷି ବିଶ୍ୱବିଦ୍ୟାଳୟରୁ ଉଦ୍ୟାନ କୃଷିରେ ସ୍ନାତକ କରିଛନ୍ତି ।