ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଇଞ୍ଜିନିୟରିଂ ରେ

ବୃତ୍ତି

ଖଣି ଯନ୍ତ୍ରୀ (ମାଇନିଂ ଇଞ୍ଜିନିୟର)


ଖଣି ଯନ୍ତ୍ରୀ (ମାଇନିଂ ଇଞ୍ଜିନିୟର)

NCS CODE: 2146.0100 | E025

ମାଇନିଂ ଇଞ୍ଜିନିୟରମାନେ ଖଣି ସ୍ଥାନର ସମ୍ଭାବ୍ୟତା, ନିରାପତ୍ତା ଏବଂ ଉତ୍ପାଦକତା ଆକଳନ କରନ୍ତି । ସେମାନେ ମାଟି ତଳୁ ଏହି ସମ୍ପଦଗୁଡ଼ିକର ସୁରକ୍ଷିତ ନିଷ୍କାସନ ପାଇଁ ଯୋଜନା ଏବଂ ପରିଚାଳନା କରନ୍ତି |

ଆବଶ୍ୟକ ଦକ୍ଷତା :
  • ବୈଷୟିକ ଦକ୍ଷତା
  • ପ୍ରୋଗ୍ରାମିଂ ଦକ୍ଷତା
  • ସୃଜନଶୀଳତା
  • ସମାଲୋଚନାତ୍ମକ ଚିନ୍ତାଧାରା
  • ଯୋଗାଯୋଗ ଦକ୍ଷତା
  • ଚାପ ପରିଚାଳନା
  • ଦଳଗତ କାର୍ଯ୍ୟ
ସଫଳତାର କାହାଣୀ

ଚନ୍ଦ୍ରାଣୀ ପ୍ରସାଦ ବର୍ମା

ଚନ୍ଦ୍ରାଣୀ ପ୍ରସାଦ ବର୍ମା ଭାରତର ପ୍ରଥମ ମହିଳା  ମାଇନିଂ ଇଞ୍ଜିନିୟର ହେବାର ଶ୍ରେୟ ପାଇଛନ୍ତି । ବର୍ତ୍ତମାନ ସେ ନାଗପୁରସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମାଇନିଂ ଆଣ୍ଡ  ଫୁଏଲ୍ ରିସର୍ଚ୍ଚରେ ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । ମ୍ୟାନେଜମେଣ୍ଟ ଜଣେ ମହିଳାଙ୍କୁ ସିଟ୍ ଦେବାକୁ ଅନିଚ୍ଛା ପ୍ରକାଶ କରିବାରୁ ବର୍ମା କିଛି କଷ୍ଟରେ ଖଣିରେ ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ପରେ ଖଣି ଖନନରେ ବି .ଟେକ୍  ଡିଗ୍ରୀ ପାଇଁ ତାଙ୍କୁ ଲଢ଼େଇକୁ କୋର୍ଟକୁ ନେବାକୁ ପଡ଼ିଥିଲା । ଶେଷରେ ୨୦୦୧ମସିହାରେ ସେ ସିଏସ୍ଆଇଆରରେ ପ୍ରୋଜେକ୍ଟ ଫେଲୋ ଭାବେ ଚାକିରି ପାଇଥିଲେ । ବର୍ମା ରକ୍ ମେକାନିକ୍ସ ଏବଂ ନ୍ୟୁମେରିକାଲ୍ ମଡେଲିଂରେ ପି.ଏଚ୍.ଡି କରିଛନ୍ତି ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ