
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: | HT09
ଜଣେ କେକ୍ କଳାକାର ଗ୍ରାହକଙ୍କ ପସନ୍ଦ ଅନୁଯାୟୀ କେକ୍, ପେଷ୍ଟ୍ରି ଓ କୁକିଜ୍ କୁ ତିଆରି ଓ ସାଜସଜ୍ଜା କରନ୍ତି ।
ପ୍ରାଚୀ ଧବଳ ଦେବ ହେଉଛନ୍ତି ପୁଣେର ଜଣେ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ କେକ୍ କଳାକାର । ବର୍ମିଂହାମରେ ୨୦୧୯ ବର୍ଷ ପାଇଁ ତାଙ୍କୁ କେକ୍ ମାଷ୍ଟର୍ସ ରୟାଲ୍ ଆଇସିଂ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ରୟାଲ-ଆଇସିଂ କଳାରେ ବିଶେଷଜ୍ଞ ଏବଂ ଭାରତରେ ରୟାଲ-ଆଇସିଙ୍ଗର ଶୀର୍ଷ କଳାକାର ଭାବରେ ପରିଚିତ । ପୁଣେର ଏହି ଅନ୍ତର୍ଜାତୀୟ କେକ୍ କଳାକାର ମିଲାନ କ୍ୟାଥେଡ୍ରାଲର ୧୦୦ କିଲୋର ପ୍ରତିକୃତି ପାଇଁ ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।
ବିବାହ, ଜନ୍ମଦିନ ଏବଂ ବାର୍ଷିକୀ ଭଳି ବିଶେଷ ଅବସରରେ ଗ୍ରାହକଙ୍କ ପସନ୍ଦ ମୁତାବକ କେକ୍ ଦେଇ ପାରିବେ। ଏକ ଅନଲାଇନ୍ କେକ୍ ଦୋକାନ ପ୍ରତିଷ୍ଠା କରନ୍ତୁ ଯେଉଁଠାରେ ଗ୍ରାହକମାନେ କେକ୍ ଅର୍ଡର କରିପାରିବେ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ