
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 3154.0100 | E050
ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ମାନେ ସାଧାରଣତଃ ସ୍ଥଳଭାଗ ଏବଂ ଆକାଶରେ ବିମାନର ଗତିବିଧି ଉପରେ ନଜର ରଖନ୍ତି । ବିମାନବନ୍ଦର ରନୱେରେ ସମସ୍ତ ଗ୍ରାଉଣ୍ଡ ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହ ପାଇଲଟଙ୍କୁ ଉଡ଼ାଣ ଓ ଅବତରଣ ନିର୍ଦ୍ଦେଶ ଦିଅନ୍ତି ।
ଶ୍ୟାମଲି ହଲଦାର ଦେଶର ପ୍ରଥମ ମହିଳା ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଭାବେ ୨୦୨୦ରେ କୋଲକାତାରେ ଏଟିସିର ନେତୃତ୍ୱ ନେଇଥିଲେ । ହାଲଦାର ତିନି ଦଶନ୍ଧି ତଳେ ୧୯୮୯ମସିହାରେ ନିଯୁକ୍ତି ପାଇଥିବା ୯ ଜଣ ମହିଳା ଟ୍ରାଫିକ୍ କଣ୍ଟ୍ରୋଲରଙ୍କ ପ୍ରଥମ ବ୍ୟାଚ ସଦସ୍ୟ। ସେ ଆହ୍ଲାବାଦର ବେସାମରିକ ବିମାନ ଚଳାଚଳ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ପ୍ରଶିକ୍ଷଣ ନେବା ପରେ ୧୯୯୧ରେ ସେ କୋଲକାତାରେ ଅବସ୍ଥାପିତ ହୋଇଥିଲେ । ସେ ଏବଂ ତାଙ୍କ ବନ୍ଧୁ ଆର୍ଯ୍ୟମା ସାନ୍ୟାଲ ସେତେବେଳେ ମହିଳା ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଥିଲେ ।
ଏଏଆଇ ଏଟିସି – ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍
ସରକାରୀ ବିମାନ ଚଳାଚଳ ପ୍ରଶିକ୍ଷଣ ପ୍ରତିଷ୍ଠାନ - ଜିଏଟିଆଇ
ବିମାନ ଚଳାଚଳ ଶିଳ୍ପ ରେ ଉଦ୍ୟୋଗ ଏବଂ ନବସୃଜନ, ସହଯୋଗ ଏବଂ ନୂତନ ଜ୍ଞାନକୌଶଳର କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇପାରିବେ ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ